ଆଜି ବୀରମହାରାଜପୁର ବ୍ଲକ ସଭାଗୃହ ଠାରେ “ନାରାୟଣ ଲୁହା ଫ୍ୟାନ୍ କ୍ଲବ” ପକ୍ଷରୁ ଦ୍ଵିତୀୟ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ୧୦୦ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା ।
Credible Local News of Odisha