ନାରାୟଣପାଟଣାରେ ଟ୍ରାକ୍ଟର ଓଲଟି 20 ଆହତ

କୋରାପୁଟ ଜିଲ୍ଳାର ନାରାୟଣପାଟଣାରେ ଆଜି ଏକ ବାହାଘର ଭୋଜିକୁ ବରଯାତ୍ରୀ ଏକ ଟ୍ରାକ୍ଟରରେ ଯାଉଥିବା ବେଳେ ବେଦାଇଟିକିରି ନିକଟରେ ତାହା ଦୁର୍ଘଟଣାଗ୍ରସ୍ତ ହୋଇଛି l

ଦୁର୍ଘଟଣାରେ 20 ଜଣ ଆହତ ହୋଇଛନ୍ତି l ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes