ବିଜେଡି ପ୍ରାର୍ଥିନୀ ବର୍ଷା ରାଣୀ ସିଂ ବରିହା ଆଜି ନାମାଙ୍କନ ଭରିବାକୁ ଯିବା ପୂର୍ବରୁ ନିଜର ଇଷ୍ଟଦେବତା ବୁଢ଼ାରଜାଙ୍କ ପାଖରେ ପୂଜାର୍ଚ୍ଚନା କରିଛନ୍ତି।
ତାଙ୍କ ବାପା ମଧ୍ୟ ଏଇଠୁ ଆଶୀର୍ବାଦ ନେଇ ନାମାଙ୍କନ ପତ୍ର ଦାଖଲ କରନ୍ତି ବୋଲି ସେ ଏହି ଅବସରରେ କହିଛନ୍ତି।
Credible Local News of Odisha