ନାବାଳିକା ବ୍ଲାକମେଲ ମାମଲାର ଅଭିଯୁକ୍ତ ବିଷ ପିଇଲା

ମୟୁରଭଞ୍ଜ ଜିଲ୍ଲା ମୋରଡା ଅଞ୍ଚଳରେ ନାବାଳିକାର ଅଶ୍ଳୀଳ ଭିଡିଓ ଉଠାଇ ବ୍ଲାକମେଲ କରିବା ମାମଲାର ମୁଖ୍ୟ ଅଭିଯୁକ୍ତ ଆଜି ବିଷ ପିଇ ଗୁରୁତର ହେବାରୁ ତାକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଲ
ଏହି ଘଟଣାରେ ପୀଡିତା ମୋରଡା ଥାନାରେ ଏତଲା ଦେଇଥିବାରୁ ଅଭିଯୁକ୍ତ ଭୟରେ ଏପରି କାଣ୍ଡ କରିଛି l ଘଟଣାର ଅନ୍ୟ ଚାରି ଜଣ ଅଭିଯୁକ୍ତ ଫେରାର ଅଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes