ଜଣେ ୧୪ ବର୍ଷର ଜଣେ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ ରେ କାଞ୍ଜିପାଣି ଥାନା ପୋଲିସ ଆଜି ୨୨ ବର୍ଷ ବୟସ୍କ ଜଣେ ଯୁବକକୁ ପୋଲିସ ପୋକ୍ସ ଆଇନ ବଳରେ ଗିରଫ କରି କୋର୍ଟ ଚାଲାଣ କରିଛି।
ବିବାହର ପ୍ରତିଶୃତି ଦେଇ ବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା ବୋଲି ଥାନା ଅଧିକାରୀ ବିକ୍ରମ କୁମାର ଭୂୟାଁ କହିଛନ୍ତି। ଉଭୟ ଙ୍କ ଡାକ୍ତରୀ ମାଇନା କରାଯିବା ସହ ମାମଲା ରୁଜୁ ହୋଇଥିବା ଜଣାପଡିଛି।