ନାବାଳିକା ବଳାତ୍କାର ଘଟଣାରେ ଦୁଇ ଜଣଙ୍କୁ ୩୦ ବର୍ଷ ଜେଲ ଦଣ୍ଡ

ନାବାଳିକା ବଳାତ୍କାର ଅଭିଯୋଗରେ ଆଜି ସ୍ଥାନୀୟ ଏଡିଜେ ତଥା ସ୍ଵତନ୍ତ୍ର ପୋକ୍ସ୍ କୋର୍ଟ ଜଜ ଶୁଭଶ୍ରୀ ତ୍ରିପାଠୀ ଶୁଣାଣି କରି ଜଣେ ମହିଳା ସମେତ ଦୁଇ ଜଣଙ୍କୁ ୩୦ ବର୍ଷ ଜେଲ ଦଣ୍ଡାଦେଶ କରିଛନ୍ତି।

ସାକ୍ଷୀ ଓ ପ୍ରମାଣକୁ ଭିତ୍ତି କରି ଏହି ଦଣ୍ଡାଦେଶ କରିଛନ୍ତି। ଘଟଣାଟି ଯୋଡ଼ା ଥାନା ଅଂଚଳରେ ୨୦୧୮ ମସିହାରେ ଘଟିଥିଲା। ଏହି ଘଟଣାରେ କୋର୍ଟ ୬ ଲକ୍ଷ ଟଙ୍କା ପୀଡ଼ିତାଙ୍କୁ କ୍ଷତିପୂରଣ ଦେବାକୁ ସୁପାରିଶ କରିଥିବା ସ୍ଵତନ୍ତ୍ର ପିପି ଗଣେଶ ପ୍ରସାଦ ମହାପାତ୍ର କହିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes