ନାବାଳିକା ପ୍ରସବ ଘଟଣାରେ ଘରୋଇ ନର୍ସିଂହୋମ୍ ସିଲ୍

ଯାଜପୁର ରୋଡ୍ ଗୋଶାଳାରେ ଥିବା ଘରୋଇ ନର୍ସିଂହୋମ୍ ସିଲ୍ କରିଛନ୍ତି ସ୍ବାସ୍ଥ୍ୟ ବିଭାଗ ଅଧିକାରୀ।

ପୂର୍ବରୁ ନର୍ସିଂହୋମ୍ ଏମ୍‌ଡିଙ୍କୁ ଗିରଫ କରିଥିଲା ପୋଲିସ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes