ନାବାଳିକା ପୋଡ଼ି; ଏମ୍ସରେ କଂଗ୍ରେସ ଟିମ୍

ପୁରୀ ଜିଲ୍ଲା ପିପିଲି ବଳଙ୍ଗାରେ ନାବାଳିକାଙ୍କୁ ନିଆଁ ଲଗାଇଦେବା ଘଟଣାରେ AIIMSରେ ଚିକିତ୍ସାଧୀନ ଛାତ୍ରୀଙ୍କୁ ଭେଟିଲା କଂଗ୍ରେସ ଟିମ୍।

ଟିମ୍ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ ଏବଂ ପରିବାର ଲୋକଙ୍କ ସହ ଆଲୋଚନା କଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes