୨୦୨୪ରେ ମହୁଲପାଲି ଥାନା ଅଞ୍ଚଳ ଦୁଷ୍କର୍ମ ମାମଲାରେ ଦୋଷୀ ଅନିଲ ସାମଦକୁ ୩୦ ବର୍ଷ ସଜା ଶୁଣାଇଲେ ସ୍ବତନ୍ତ୍ର ପୋକ୍ସୋ କୋର୍ଟ।ଏହା ସହ ୫୦ ହଜାର ଜରିମାନା, ଅନାଦେୟ ଆଉ ବର୍ଷେ ଜେଲ୍।
ପୀଡ଼ିତାକୁ ୧୩ ଲକ୍ଷ ୫୦ ହଜାର କ୍ଷତିପୂରଣ ଦେବାକୁ DLSAକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ବିବାହ ଉତ୍ସବରେ ନାଚୁଥିବା ୬ ବର୍ଷର ପିଲାକୁ ଉଠାଇ ନେଇ ଦୁଷ୍କର୍ମ କରିଥିଲା।