ନାବାଳିକା ଦୁଷ୍କର୍ମୀକୁ ୧୦ ବର୍ଷ ଜେଲ୍

ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନାଞ୍ଚଳରେ ୨୦୧୭ ମସିହା ଫେବ୍ରୁଆରୀ ମାସରେ ଘଟିଥିବା ଦୁଷ୍କର୍ମ ମାମଲାରେ ଦୋଷୀ ଦେବେନ୍ଦ୍ର ନାୟକକୁ ଜେଲ୍ ସହ ୨୦ ହଜାର ଜରିମାନା କରିଛନ୍ତି ପକ୍ସୋ କୋର୍ଟ।

ଏହା ସହ ପୀଡିତାଙ୍କୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ମଧ୍ୟ ପକ୍ସୋ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes