ନାବାଳିକା ଦୁଷ୍କର୍ମକାରୀକୁ ଦଶବର୍ଷର କାରାଦଣ୍ଡର ଆଦେଶ

ମୟୁରଭଂଜ ଜିଲ୍ଲାର ଶୁଲିଆପଦା ଥାନା ଅନ୍ତର୍ଗତ ଭୁରୁଙ୍ଗାସୋଲ ଗ୍ରାମର ସାତଭାୟା ଜଙ୍ଗଲରେ ଜୈନିକା ନାବାଳିକାକୁ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ରାକେଶ ସିଂକୁ ୧୦ବର୍ଷର କାରାଦଣ୍ଡର ଆଦେଶ ଦେଇଛନ୍ତି ଅତିରିକ୍ତ ଜିଲ୍ଲା ଓ ଦୌରା ଜର୍ଜ ତଥା ସତନ୍ତ୍ର ପୋକସ କୋର୍ଟର ବିଚାରପତି ସୁମିତା ଜେନା।

ଦଶବର୍ଷ କାରାଦଣ୍ଡ ସହ ୧୦ହଜାର ଟଙ୍କାର ଜୋରିମାନା ଅନାଦେୟ ଅଧିକ ୩ମାସର ଜେଲ ଦଣ୍ଡ ନେଇ ଉଲ୍ଲେଖ କରିଛନ୍ତି। ସରକାରୀଙ୍କ ପକ୍ଷରୁ ସତନ୍ତ୍ର ପିପି ଅଭିନ୍ନ ପଟ୍ଟନାୟକ ଉକ୍ତ ମାମଲାର ପରିଚାଳନା କରୁଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version