ନାବାଳିକା ଅପହରଣକାରୀଙ୍କୁ ଧରିଲେ ମିଳିବ ଲକ୍ଷେ ଟଙ୍କା

କମିଶନରେଟ୍ ପୁଲିସ ୩ ଅପହରଣକାରୀଙ୍କ ଫଟୋ ଜାରି କରିଛି।ଭୁବନେଶ୍ବରରେ ରହୁଥିବା ନୟାଗଡ଼ର ନାବାଳିକାକୁ ୨୦୨୪ରେ ଅପହରଣ କରିଥିଲେ ୩ ଯୁବକ। ନାବାଳିକାଙ୍କୁ ପ୍ରେମ ଜାଲରେ ଫସାଇ ଅପହରଣ କରିଥିବା ଅଭିଯୋଗ ହୋଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes