ନ୍ୟାୟ ଦାବିରେ ଏନ୍ଏଚ୍ ୨୨୦ ଅବରୋଧ ବେଳେ ବୁଝାସୁଝା କରିବାକୁ ଯାଇଥିବା ପ୍ରଶାସନ ଉପରେ ଆକ୍ରମଣ କରିଛନ୍ତି ଲୋକେ।
ତହସିଲଦାରଙ୍କ ଗାଡ଼ି ଭାଙ୍ଗିବା ସହ ପୋଲିସକୁ ଗୋଡ଼ାଇ ଗୋଡ଼ାଇ ପିଟିଲେ।ଆକ୍ରମଣରେ ୯ ଜଣ ପୋଲିସ ଆହତ ହୋଇଥିବା ସୂଚନା ମିଳିଛି। ଫେରାର ଅଭିଯୁକ୍ତ ଘର କାଲି ଭଙ୍ଗାରୁଜା କରିଥିଲେ ଅଞ୍ଚଳବାସୀ।