ନାଟକ ରଚିଥିବା ଅଭିଯୁକ୍ତ ଅଟକ

ରାୟଗଡ଼ା କପିଳାସ ରୋଡ୍‌ ନିକଟରୁ ଲୁଟେରା ୨ ଲକ୍ଷ ଝାମ୍ପିନେବା ଅଭିଯୋଗ ଘଟଣାର ପର୍ଦ୍ଦାଫାସ୍‌ ହୋଇଛି। ନିଜେ ସବୁ ଟଙ୍କା ଚୋରି କରି ଏହାକୁ ଲୁଟ୍‌ର ରୂପ ଦେଇଥିବା କହିଲେ ଏସ୍‌ପି। ନାଟକ ରଚିଥିବା ଅଭିଯୁକ୍ତ ଅଟକ ସହ ୧ ଲକ୍ଷ ୨୦ ହଜାର ଟଙ୍କା ଜବତ କରିଛି ପୁଲିସ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes