ନାଗରିକ କମିଟି ଓ ବନ ବିଭାଗର ମିଳିତ ବୃକ୍ଷ ରୋପଣ ଅନୁଷ୍ଠିତ

ବଲାଙ୍ଗୀର,: ପୁଇଁନ୍ତଳା ତହସିଲ କାର୍ଯ୍ୟାଳୟ ପ୍ରାଙ୍ଗଣରେ ନାଗରିକ କମିଟି ଓ ବନ ବିଭାଗର ମିଳିତ ଆନୁକୂଲ୍ୟରେ ମଙ୍ଗଳବାର ଦିନ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଏଥିରେ ନିମ୍ବ, ଆମ୍ବ, ଅଁଳା, ବାହାଡା ଓ ଅନ୍ୟ ବୃକ୍ଷ ଗୁଡିକ ରୋପଣ କରାଯାଇଥଲା । ମୁଖ୍ୟ ଅତିଥି ରୂପେ ତହସିଲଦାର ରୋହିତ ଭୋଇ ଯୋଗ ଦେଇଥିଲେ ସମ୍ମାନିତ ଅତିଥି ଭାବେ ବଲାଙ୍ଗିରରେଂଜ ଅଫିସ କେଶବ କିଶୋର ନାୟକ ଯୋଗ ଦେଇ ନାଗରିକ କମିଟିର ସହଯୋଗରେ ସହର ମଧରେ ଥିବା ଡିଭାଇଡର ମାନଙ୍କରେ ବୃକ୍ଷରୋପଣ କରାଯିବ ବୋଲି କହିଥିଲେ । ନାଗରିକ କମିଟିର ସାଧାରଣ ସଂପାଦକ ମନୋରଂଜନ ସାହୁ ଓ ଅନ୍ୟମାନେ ଉପସ୍ଥିତ ଥିଲେ

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes