ନାଏକ ପଡାରୁ ଉଦ୍ଧାର ହେଲା ପାଞ୍ଚଫୁଟର ଏକ ଅଜଗର ସାପ

ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ନାଏକ ପଡାର ଏକ ପରିତ୍ୟକ୍ତ ଘର ନିକଟରେ ଏକ ବିଶାଳ କାୟ ଅଜଗର ସାପକୁ ଦେଖି ଉଲୁଣ୍ଡା ବନବିଭାଗକୁ ଖବର ଦେଇଥିଲେ ସ୍ଥାନୀୟଲୋକେ l

ବନପାଳ ପ୍ରଶନ୍ନ କୁମାର ନାଏକଙ୍କ ନିର୍ଦ୍ଦେଶ ରେ ସ୍ନେକ୍ ହେଲ୍ପ ଲାଇନର ସଦସ୍ୟ ଆସି ପ୍ରାୟ ପାଞ୍ଚ ଫୁଟର ଅଜଗର ସାପକୁ ଉଦ୍ଧାର କରି ଜଙ୍ଗଲରେ ଛାଡି ଦେଇଥିବା ଜଣାପଡିଛି ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version