ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ନାଏକ ପଡାର ଏକ ପରିତ୍ୟକ୍ତ ଘର ନିକଟରେ ଏକ ବିଶାଳ କାୟ ଅଜଗର ସାପକୁ ଦେଖି ଉଲୁଣ୍ଡା ବନବିଭାଗକୁ ଖବର ଦେଇଥିଲେ ସ୍ଥାନୀୟଲୋକେ l
ବନପାଳ ପ୍ରଶନ୍ନ କୁମାର ନାଏକଙ୍କ ନିର୍ଦ୍ଦେଶ ରେ ସ୍ନେକ୍ ହେଲ୍ପ ଲାଇନର ସଦସ୍ୟ ଆସି ପ୍ରାୟ ପାଞ୍ଚ ଫୁଟର ଅଜଗର ସାପକୁ ଉଦ୍ଧାର କରି ଜଙ୍ଗଲରେ ଛାଡି ଦେଇଥିବା ଜଣାପଡିଛି ।