ନଳକୂପ ଅଚଳ ମରାମତି ପାଇଁ ଦାବି

ସୋନପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଜଟେସିଂହା ଗ୍ରାମର ଜଗନ୍ନାଥ ମନ୍ଦିର ପାଖରେ ଥିବା ନଳକୂପ ଦୀର୍ଘ ଦୁଇ ମାସ ଅଚଳ ଅବସ୍ଥାରେ ପଡ଼ିରହିଛି।

ଫଳରେ ସ୍ଥାନୀୟ ଜନସାଧାରଣ ପିଇବା ପାଣି ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି। ସ୍ଥାନୀୟ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ମରାମତି ପାଇଁ ଦାବି ହେଉଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes