ନରୱେ ମହାରାଜାଙ୍କୁ ତାରକସି ଭେଟି

ପୁଣି ବିଶ୍ୱ ଦରବାରରେ ଝଲସିଛି ଓଡ଼ିଶାର ସୂକ୍ଷ୍ମ କାରୁକାର୍ଯ୍ୟ। ନରୱେ କିଙ୍ଗ୍‌ ହାରାଲ୍ଡ ଭି’ଙ୍କୁ ରୁପା ତାରକସି ସେଲ୍‌ବୋଟ ଭେଟି ଦେଲେ ପ୍ରଧାନମନ୍ତ୍ରୀ ମୋଦି।

ନରୱେ ମହାରାଣୀ ସୋଞ୍ଜାଙ୍କୁ ତାଳପତ୍ର ପଟ୍ଟଚିତ୍ର ଭେଟିଦେଲେ ମୋଦି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes