ବଲାଙ୍ଗିର ବଡ଼ ମେଡିକାଲର ପ୍ରସୂତି ବିଭାଗରେ ଟଙ୍କା କାରବାର ନେଇ ଭିଡିଓ ଭାଇରାଲ ହୋଇଛି।
ଭୀମଭୋଇ ମେଡିକାଲର ପ୍ରସୂତି ବିଭାଗରେ ଟଙ୍କା ଭାଗବଣ୍ଟା ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ପ୍ରସୂତି ପାଇଁ ଗର୍ଭବତୀଙ୍କ ଠାରୁ ଟଙ୍କା ନେଇ ନର୍ସ ବାଣ୍ଟୁଥିବା ସନ୍ଦେହ କରାଯାଉଛି। ଏ ନେଇ ମେଡିକାଲ କର୍ତ୍ତୃପକ୍ଷ କିମ୍ବା ନର୍ସର ପ୍ରତିକ୍ରିୟା ମିଳିପାରି ନାହିଁ।