କଟକ ଜିଲ୍ଲାର ନରସିଂହପୁର ଜଙ୍ଗଲରେ ଏକ ଗୁଳିବିଦ୍ଧ ଦନ୍ତା ହାତୀ ବୁଲୁଥିବା ଖବର ପାଇ ବନ ବିଭାଗ ଅଧିକାରୀ ମାନେ ସେଠାକୁ ଯାଇଛନ୍ତି l ହାତୀ ଦେହରେ ତିନୋଟି ଗୁଳି ବାଜିଥିବା କୁହାଯାଉଛି l
Credible Local News of Odisha