ନରସିଂହପୁର ଜଙ୍ଗଲରେ ଦନ୍ତା ହାତୀର ଅସ୍ୱାଭାବିକ ମୃତ୍ୟୁ

ବାଲିକିଆରୀ ରିଜର୍ଭ ଫରେଷ୍ଟ କମ୍ପାଟମେଣ୍ଟ ନମ୍ବର-୨ରେ ଦନ୍ତା ମୃତ୍ୟୁ ନେଇ ଆଠଗଡ଼ ଏସିଏଫ ମନୋଜ ପାତ୍ର ସୂଚନା ଦେଇଛନ୍ତି।

ନରସିଂହପୁର ରେଞ୍ଜର, ଅନୁଗୁଳ RCCF, ଆଠଗଡ଼ DFO, ACF ଉପସ୍ଥିତ ଅଛନ୍ତି। ଶବ ବ୍ୟବଚ୍ଛେଦ ପରେ ହାତୀ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes