ପାରାଦୀପ ବନ୍ଦର ପକ୍ଷରୁ ଅନୁଷ୍ଠିତ ହେବାକୁ ଥିବା ବୋଇତ ବନ୍ଦାଣ ଉତ୍ସବରେ ଯୋଗ ଦେବାପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ଆସୁଛନ୍ତି।
ରାଷ୍ଟ୍ରପତି ଓଡ଼ିଶା ଆସୁଥିବା ନେଇ ସ୍ପଷ୍ଟ କରିଛି ରାଷ୍ଟ୍ରପତି ଭବନ।
Credible Local News of Odisha