ନବ ଦାସ ହତ୍ୟା ମାମଲା: କ୍ରାଇମ ସ୍ପଟରେ ଡିଜିପି

ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ଆଜି ଝାରସୁଗୁଡା ବ୍ରଜରାଜନଗର ଗାନ୍ଧି ଛକ ସ୍ଥିତ କ୍ରାଇମ ସ୍ପଟରେ ପହଞ୍ଚି ତଦନ୍ତ କରୁଛନ୍ତି ଡିଜିପି ସୁନୀଲ ବଂଶଲ।

ଡିଜିପିଙ୍କ ସହ ୨ ଏଡିଜି ଓ ଉତ୍ତରାଞ୍ଚଳ ଆଇଜି ଦୀପକ କୁମାର ଉପସ୍ଥିତ ଅଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version