ନବ ଦାସଙ୍କ ବିୟୋଗରେ ୩ ଦିନ ଧରି ରାଜ୍ୟରେ ଶୋକ ପାଳନ

୩୧ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ରାଜ୍ୟ ବ୍ୟାପୀ ଶୋକ ପାଳନ ହେବା ସହ ୩ ଦିନ ଧରି ସରକାରୀ ଭାବେ ମନୋରଞ୍ଜନ କାର୍ଯ୍ୟକ୍ରମ ହେବନି।

ଶେଷକୃତ୍ୟ ସ୍ଥଳରେ ଜାତୀୟ ପତାକା ଅର୍ଦ୍ଧନମିତ ହେବ। ଏହା ସହ ଶେଷକୃତ୍ୟ ସ୍ଥଳରେ ରାଜ୍ୟର ୩ ମନ୍ତ୍ରୀ ଉପସ୍ଥିତ ରହି ସମ୍ମାନ ଜଣାଇବେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes