ନବୀନ ସରକାର ମିଲରଙ୍କ ସହ ମିଶି ଚାଷୀଙ୍କୁ ଲୁଟୁଛନ୍ତି: ଧର୍ମେନ୍ଦ୍ର

ପଦ୍ମପୁର ଉପନିର୍ବାଚନ ପ୍ରଚାର ବେଳେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚାଷୀ ପ୍ରସଙ୍ଗ ଉଠାଇ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ସିଧା ଟାର୍ଗେଟ କରିଛନ୍ତି।

ମୋଦି ସରକାର ଚାଷୀଙ୍କ ପାଇଁ କେନ୍ଦ୍ରରୁ ଟଙ୍କା ପଠାଉଛନ୍ତି, ମାତ୍ର ଏଠାରେ ନବୀନ ସରକାର ମିଲରଙ୍କ ସହ ମିଶି ଚାଷୀଙ୍କୁ ଲୁଟୁଛନ୍ତି ବୋଲି ଧର୍ମେନ୍ଦ୍ର କହିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes