ନବୀନ ନିର୍ବାଚନକୁ ବ୍ୟୟବହୁଳ କରିଦେଲେଣି: ଜୟନାରାୟଣ

ଗତଥର ଠାରୁ ବିଜେପିକୁ ଅଧିକ ଭୋଟ୍ ମିଳିଛି, ହାରିବାର ଅନେକ କାରଣ ଅଛି, ହେଲେ ବିଜେଡି ବିଜୟରେ ଅର୍ଥ ବଡ଼ ଫ୍ୟାକ୍ଟର ବୋଲି କହିଛନ୍ତି ବିରୋଧୀଦଳ ନେତା ଜୟନାରାୟଣ ମିଶ୍ର।

ବିଜେଡି ଜିତିବାର କାରଣ ଅର୍ଥବଳ, ବାହୁବଳ ଓ ସରକାରୀ କଳ, କଂଗ୍ରେସ ଭୋଟ ସମ୍ପୂର୍ଣ୍ଣ ଭାବେ ବିଜେଡି ନେଲା, ଯାହା ବିପଦ ହେଲା କହିଛନ୍ତି ଜୟନାରାୟଣ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes