ନବୀନ ନିବାସ ଅଭିମୁଖେ ଯୁବ କଂଗ୍ରେସର ରାଲି ବେଳେ ଉତ୍ତେଜନା

ରାଜମହଲ ଛକ ନିକଟରେ ରାଲି ଅଟକାଇବା ବେଳେ ପୁଲିସ-କଂଗ୍ରେସ କର୍ମୀ ଧସ୍ତାଧସ୍ତି ହୋଇଛନ୍ତି।

ପୁଲିସ ଉପରକୁ ଅଣ୍ଡା, ଟମାଟୋ ମାଡ଼ କଲା ଯୁବ କଂଗ୍ରେସ। ବେରୋଜଗାର, ଆଇନ ଶୃଙ୍ଖଳା ପ୍ରତିବାଦରେ କଂଗ୍ରେସ ଏହି ଆନ୍ଦୋଳନ କରୁଛି। ରାଲିରେ ଯୁବ କଂଗ୍ରେସ ଜାତୀୟ ଅଧ୍ୟକ୍ଷ ବି.ଭି ଶ୍ରୀନିବାସ ସାମିଲ ଅଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes