ନବୀନ ନିବାସରେ ବାଦ ପଡ଼ିଥିବା ୧୦ ମନ୍ତ୍ରୀ

ଗତକାଲି ରାଜ୍ୟ ମନ୍ତ୍ରିମଣ୍ଡଳର ଅଦଳବଦଳ ପ୍ରକ୍ରିୟାରେ ବାଦ ପଡ଼ିଥିବା ଦଶ ଜଣ ମନ୍ତ୍ରୀ ଆଜି ନବୀନ ନିବାସରେ ପହଞ୍ଚି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି l

ସେମାନଙ୍କୁ ସଂଗଠନର ବିଭିନ୍ନ ଦାୟିତ୍ୱ ଦିଆଯିବ ବୋଲି ଆଲୋଚନାରୁ ଜଣାପଡିଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes