ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିପାରେ ବିଜେଡି। ଡାକ୍ତର ଦତ୍ତେଶ୍ବର ହୋତା ଆଜି ନବୀନ ନିବାସରେ ପହଞ୍ଚିବା ପରେ ଚର୍ଚ୍ଚା ବଢ଼ିଛି।ପୂର୍ବରୁ ପିସିସି ସଭାପତି ମଧ୍ୟ ଦତ୍ତେଶ୍ବର ହୋତାଙ୍କ ନାଁ ନେଇଥିଲେ।ଲଗାତାର ଦ୍ବିତୀୟ ଦିନରେ ନବୀନ ନିବାସରେ ଅଛନ୍ତି ସମସ୍ତ ବିଧାୟକ।ବିଧାୟକଙ୍କ ସହ ଆଲୋଚନା ପରେ ଘୋଷଣା ହୋଇପାରେ ପ୍ରାର୍ଥୀଙ୍କ ନାଁ।