ନବୀନଙ୍କୁ ଭେଟିଲେ ମୋହନ

ନବୀନ ନିବାସରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟି ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ନିକଟରେ ଏକ ଘରୋଇ ହସ୍ପିଟାଲ୍‌ରୁ ଚିକିତ୍ସିତ ହୋଇ ଫେରିଥିଲେ ନବୀନ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes