ନବାହ ପାରାୟଣ ପାଇଁ କଳସ ଶୋଭାଯାତ୍ରା

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଉଫୁଲା ପଞ୍ଚାୟତର ଦନ୍ତାପାଲି ଗ୍ରାମରେ ନବାହ ପାରାୟଣ ପାଇଁ ଆଜି କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିରେ କୋଟସମଲାଇର ଶ୍ରୀରାମ ପଣ୍ଡା ବ୍ୟାସ ଥିବାବେଳେ ଦନ୍ତାପାଲିର ଦେବେନ୍ଦ୍ର ପଣ୍ଡା ଏବଂ ସନ୍ତୋଷିନୀ ପଣ୍ଡା କର୍ତ୍ତା, କମଳପୁର ଗ୍ରାମର ବଳରାମ ପଣ୍ଡା ପୂଜକ ରହିଥିବା ଜଣାଯାଇଛି । ଆସନ୍ତାକାଲି ପାରାୟଣ କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ଜଣାପଡିଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes