ନବାହ ପାରାୟଣର ଚତୁର୍ଥ ଦିବସ, ବହୁ ଶ୍ରଦ୍ଧାଳୁ ସମାଗମ

ସୋନପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଜଟେସିଂହା ପଞ୍ଚାୟତ ଅନ୍ତର୍ଗତ ଗୋଧନେଶ୍ଵର ଶୈବପୀଠରେ‌ ଅନୁଷ୍ଠିତ ରାମଚରିତ ମାନସ ନବାହ୍ନ ପାରାୟଣରର ଚତୁର୍ଥ ଦିବସରେ କୈବର୍ତ୍ତ ପ୍ରସଙ୍ଗ ଅନୁଷ୍ଠିତ ହେଉଛି।

ଏଥିରେ ଅଞ୍ଚଳର ବହୁ ଶ୍ରଦ୍ଧାଳୁ ସମାଗମ ହୋଇଥିବା ଦେଖିବାକୁ ମିଳୁଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes