ନବରଙ୍ଗପୁର ସହରରେ ମିଳୁନି ପେଟ୍ରୋଲ୍‌ ଓ ଡିଜେଲ୍

୬ଟି ଟାଙ୍କି ମଧ୍ୟରୁ ତେଲ ଅଭାବରୁ ବନ୍ଦ ପଡ଼ିଛି ୪ ଟାଙ୍କି। ୨ଟି ଟାଙ୍କିରୁ ତେଲ ନେବା ପାଇଁ ଲୋକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ୨ ଚକିଆକୁ ୨୦୦ ଟଙ୍କା ଓ ୪ ଚକିଆ ଗାଡ଼ିକୁ ମିଳୁଛି ହଜାର ଟଙ୍କାର ତେଲ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes