ନବଙ୍କ ଶେଷଦର୍ଶନ ପାଇଁ ହସପିଟାଲରେ ରାଜ୍ଯପାଳ ଓ ମୁଖ୍ୟମନ୍ତ୍ରୀ

ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସଙ୍କ ପରଲୋକକୁ ନେଇ ଗଭୀର ଶୋକ ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ମୁଁ ନବ ଦାସଙ୍କ ନିଧନରେ ହତବାକ ଓ ଦୁଃଖିତ।

ନବ ଦାସଙ୍କ ବିୟୋଗରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ମଧ୍ୟ ଶୋକ ପ୍ରକାଶ କରିଛନ୍ତି। କିଛି ସମୟ ପୂର୍ବେ ରାଜ୍ଯପାଳ ଓ ମୁଖ୍ୟମନ୍ତ୍ରୀ ହସପିଟାଲରେ ପହଞ୍ଚି ନବଙ୍କ ଶେଷଦର୍ଶନ କରୁଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version