ନନ୍ଦିଘୋଷ ରଥ ପଛ ବ୍ରେକ୍ ଚକର ଅଖରେ ଫାଟ ଦେଖିବା ପରେ ଅଖ ବଦଳାଇବାକୁ ବୈଷୟିକ କମିଟି ନିଷ୍ପତ୍ତି ନେଇଛି।
ଫଟା ଅଖକୁ ବଦଳାଇବାକୁ ନୂଆ ଅଖ ନିର୍ମାଣ ଚାଲିଛି। ରେଲୱେରୁ ଜ୍ୟାକ୍ ଅଣାଯାଇ ନୂଆ ଅଖ ସଂଯୋଗ କରାଯିବ ବୋଲି ନନ୍ଦିଘୋଷ ରଥ ମୁଖ୍ୟ ମହାରଣା ସୂଚନା ଦେଇଛନ୍ତି।
Credible Local News of Odisha