ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଛୁଆ ହାତୀର ମୃତ୍ୟୁ

କରଞ୍ଜିଆରୁ ଉଦ୍ଧାର ଛୁଆ ହାତୀର ଚିକିତ୍ସାଧୀନ ଅବସ୍ଥାରେ ନନ୍ଦନକାନନରେ ମୃତ୍ୟୁ ଘଟିଛି।

ମୃତ ଛୁଆ ହାତୀର ବୟସ ୫ରୁ ୬ ବର୍ଷ ହେବ ବୋଲି ସୂଚନା ମିଳିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes