ନନ୍ଦନକାନନ ନିକଟରୁ ଶିଶୁକନ୍ୟା ଉଦ୍ଧାର

ଭୁବନେଶ୍ୱର ନନ୍ଦନକାନନ ଥାନା ସମ୍ମୁଖ ପୋଲ ତଳୁ ନବଜାତ କନ୍ୟା ସନ୍ତାନ ଠାବ ହୋଇଛି।

ଏକ ଅଖା ବସ୍ତାରେ ଗୁଡ଼ା ହୋଇ ପଡ଼ିଥିବା ବେଳେ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes