ନନ୍ଦନକାନନରେ ଏକ ସିଂହୀର ମୃତ୍ୟୁ

ନନ୍ଦନକାନନରେ ଆଜି ଶ୍ୟାମା ନାମ୍ନୀ ସିଂହୀର ମୃତ୍ୟୁ ହୋଇଯାଇଥିବା କର୍ତ୍ତୃପକ୍ଷ କହିଛନ୍ତି l ଶ୍ୟାମାକୁ 20 ବର୍ଷ 3 ମାସ ହୋଇଥିଲା l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes