ନଦୀରେ ପୁଅକୁ ଉଦ୍ଧାର ବେଳେ ବୁଡ଼ିଗଲେ ବାପା

କଟକ ନରାଜ କୈବର୍ତ୍ତସାହି ନଦୀଘାଟରେ ଗାଧୋଇଲା ବେଳେ ଅଘଟଣ ଘଟିଛି।

ଗୁରୁତର ଅବସ୍ଥାରେ ବାପାକୁ ଉଦ୍ଧାର ପରେ ମେଡିକାଲରେ ଭର୍ତ୍ତି କରାଯାଇଛି। ଏକାଠି ଗାଧୋଇବା ବେଳେ ପ୍ରଥମେ ୮ ବର୍ଷର ପୁଅ ବୁଡ଼ିଯାଇଥିଲା। ପୁଅକୁ ଉଦ୍ଧାର କରିବା ବେଳେ ନଦୀରେ ବୁଡ଼ିଯାଇ ବାପା ଗୁରୁତର ହୋଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes