ନଦୀବନ୍ଧରୁ ହାତୀଛୁଆର ମୃତଦେହ ଉଦ୍ଧାର

ଦେବଗଡ଼ ବାରକୋଟ ବନାଞ୍ଚଳ କୁଲସରା ଗାଁ ରେଙ୍ଗାଲି ନଦୀବନ୍ରୁ ଉଦ୍ଧାର ହୋଇଛି। ହାତୀର ଆନୁମାନିକ ବୟସ ୧ ବର୍ଷରୁ କମ୍‌। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes