ନଦୀକୁ ଡେଇଁଥିବା ଯୁବକକୁ ଉଦ୍ଧାର କଲେ ମତ୍ସ୍ୟଜୀବୀ

ଭୂତମୁଣ୍ଡାଇ ନିକଟରେ ଆଜି ପୂର୍ବାହ୍ନରେ ଜଣେ ଯୁବକ କୌଣସି କାରଣରୁ ପୋଲ ଉପରୁ ମହାନଦୀକୁ ଡେଇଁ ପଡ଼ିଥିଲେ l ତେବେ ସ୍ଥାନୀୟ ମତ୍ସ୍ୟଜୀବୀ ମାନେ ନଦୀକୁ ଡେଇଁ ଯୁବକଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes