ନଡ଼ିଆ ଟ୍ରକରୁ ଆଠ କ୍ୱିଣ୍ଟାଲ ଗଞ୍ଜେଇ ଜବତ

କୋରାପୁଟ ଜିଲ୍ଲାର ଲମତାପୁଟରୁ ଛତିଶଗଡ ଯାଉଥିବା ଏକ ନଡ଼ିଆ ବୋଝେଇ ଟ୍ରକରୁ ଜୟପୁର ନିକଟ 26 ନମ୍ବର ଜାତୀୟ ରାଜପଥରେ ଅବକାରୀ ବିଭାଗ ଚେକିଂ କରି ଆଠ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିଛି l

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version