ନଗଦ ୯ଲକ୍ଷ ଟଙ୍କା ସହ ୭ଶହ ୮୦ଗ୍ରାମ ସୁନା ଲୁଟ୍ ଅଭିଯୋଗ

ରାୟଗଡ଼ା କେନ୍ତାଲି ସାଇ ଶ୍ରୀନିବାସଙ୍କ ଘରେ ଡକାୟତିମାନେ ନଗଦ ୯ଲକ୍ଷ ଟଙ୍କା ସହ ୭ଶହ ୮୦ଗ୍ରାମ ସୁନା ଲୁଟ୍ କରିଥିବା ଅଭିଯୋଗ ହୋଇଛି।

ଗତ ତିନିଦିନ ହେବ ଘରେ କେହି ନଥିବା ବେଳେ ଘର କବାଟ ଭାଙ୍ଗି ୬ଟି ଆଲମିରା ତାଡି ଲୁଟ୍ କରିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version