ନକ୍ସଲଙ୍କ ହିଂସାକାଣ୍ଡ ପରେ ଆଲର୍ଟ କଲା ଗୁଇନ୍ଦା ବିଭାଗ

ଛତିଶଗଡ଼ ଓ ଝାଡ଼ଖଣ୍ଡ ସୀମାବର୍ତ୍ତୀ ୪ ଜିଲ୍ଲା କୋରାପୁଟ, ମାଲକାନଗିରି, ସୁନ୍ଦରଗଡ଼, କେନ୍ଦୁଝର ଏସ୍‌ପିଙ୍କୁ ଆଲର୍ଟ କରିଛି ଗୁଇନ୍ଦା ବିଭାଗ।

ସୀମାରେ ସୁରକ୍ଷା କଡ଼ାକଡ଼ି ସହ ପାଟ୍ରୋଲିଂ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes