ନକଲି ସୁନାଶଙ୍ଖ କାରବାର ଅଭିଯୋଗରେ ୨ ଗିରଫ

ବିକି ଥିବା ଲୋକ ଏବଂ କିଣିଥିବା ଲୋକ ଉଭୟଙ୍କୁ ଗିରଫ କରିଛି ନବରଙ୍ଗପୁର ଜିଲ୍ଲା ମୈଦଲପୁରର ପୁଲିସ ।

ବିକ୍ରେତାକୁ ଠକେଇ ପାଇଁ ଓ କ୍ରେତାକୁ ଅପହରଣ ଅଭିଯୋଗରେ ଗିରଫ କରିଛି ପୁଲିସ । ସୂଚନାନୁସାରେ, ଠକେଇର ଶିକାର ବ୍ୟକ୍ତି ମଧ୍ୟପ୍ରଦେଶର ଓ ଠକିଥିବା ଲୋକ ମୈଦଲପୁରର। ସୁନାଶଙ୍ଖ ନକଲି ଜାଣି ପାରି ବିକ୍ରେତାକୁ ଉଠାଇ ନେଇଥିଲେ କ୍ରେତା।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version