ନକଲି ସାର ବିକିଲେ ଜେଲ୍ ଯିବେ କହିଛନ୍ତି ଉପମୁଖ୍ୟମନ୍ତ୍ରୀ। ଏନେଇ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁଠି ଧରା ପଡିବେ ସେମାନଙ୍କୁ ଜେଲ୍ ପଠାଯିବ କହିଛନ୍ତି ଉପମୁଖ୍ୟମନ୍ତ୍ରୀ।
Credible Local News of Odisha