ନକଲି ମେଡିସିନ ମାମଲା: ଜାମିନ୍ ଆବେଦନ ଖାରଜ ପରେ ଜେଲ ଗଲେ ୨ ଅଭିଯୁକ୍ତ

ନକଲି ମେଡିସିନ କାରବାର ମାମଲାରେ ଗିରଫ ୨ ଅଭିଯୁକ୍ତ ରାହୁଲ କୟାଲ ଓ ସଂଜୟ ଜଲାନଙ୍କ ଜାମିନ୍ ଆବେଦନ ଖାରଜ କରିଛନ୍ତି କଟକ ଏସ୍‌ଡିଜେଏମ୍।

କୋର୍ଟ ଉଭୟଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version