ନକଲି ମେଡିସିନ୍ ମାମଲା: ଭି.ଆର ଡ୍ରଗ୍ସ ଏଜେନ୍ସି ଓ ପୂଜା ଏଣ୍ଟର ପ୍ରାଇଜର୍ସ ଉପରେ ଚଢାଉ

ନକଲି ମେଡିସିନ୍ କାରବାର ମାମଲାରେ ଭି.ଆର ଡ୍ରଗ୍ସ ଏଜେନ୍ସି ଓ ପୂଜା ଏଣ୍ଟର ପ୍ରାଇଜର୍ସ ଉପରେ କଟକ ପୁରୀ ଘାଟ ଥାନା ପୁଲିସ ଚଢାଉ କରିଛି।

ଏହି ମାମଲାରେ ଆଜି ୨ ଅଭିଯୁକ୍ତ ପୁରୀଘାଟ ଥାନାରେ ଆତ୍ମସମର୍ପଣ କରିଥିଲେ। ଉଚ୍ଚ ରକ୍ତଚାପ ମେଡିସିନ୍ ଟେଲମା-୪୦ର ନକଲି ବିକୁଥିବା ନେଇ ଡ୍ରଗ୍ ଇନ୍ସପେକ୍ଟର ପୁରୀଘାଟ ଥାନାରେ ଏତଲା କରିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes