ନକଲି ମଦ କାରଖାନା ଠାବ, ଜଣେ ଗିରଫ

ରାୟଗଡା ଜିଲ୍ଲାର ବୁଦୁରାଭଲସାରେ ଅବକାରୀ ବିଭାଗ କର୍ମଚାରୀ ମାନେ ଚଢ଼ାଉ କରି ଏକ ନକଲି ମଦ ତିଆରି କାରଖାନା ଠାବ କରିବା ସହ ମଦ ପ୍ରସ୍ତୁତିରେ ବ୍ୟବହାର ହେଉଥିବା ବହୁ ଯନ୍ତ୍ରାଂଶ ଜବତ କରିଛନ୍ତି l
ଏହି ଘଟଣାରେ ଜଣଙ୍କୁ ଗିରଫ କରାଯାଇଥିବା ଅଧିକାରୀ କହିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes