ନକଲି ମଦ କାରଖାନା ଠାବ, ଜଣେ ଗିରଫ

ରାୟଗଡା ଜିଲ୍ଲାର ବୁଦୁରାଭଲସାରେ ଅବକାରୀ ବିଭାଗ କର୍ମଚାରୀ ମାନେ ଚଢ଼ାଉ କରି ଏକ ନକଲି ମଦ ତିଆରି କାରଖାନା ଠାବ କରିବା ସହ ମଦ ପ୍ରସ୍ତୁତିରେ ବ୍ୟବହାର ହେଉଥିବା ବହୁ ଯନ୍ତ୍ରାଂଶ ଜବତ କରିଛନ୍ତି l
ଏହି ଘଟଣାରେ ଜଣଙ୍କୁ ଗିରଫ କରାଯାଇଥିବା ଅଧିକାରୀ କହିଛନ୍ତି l

Leave a Comment